୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ପ୍ରବଳ ବର୍ଷିବ : ୟେଲୋୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ସଂପ୍ରତି ରାଜ୍ୟର ବାୟୁମଣ୍ଡଳରେ ଦୁଇଟି ନିମ୍ବ ଚାପ-ରେଖା ସୃଷ୍ଟି ହୋଇଛି। ଏଥିମଧ୍ୟରୁ ଗୋଟିଏ ବାୟୁମଣ୍ଡଳର ୧.୫ କିମି ଯାଏ ବିସ୍ତୃତ ହୋଇ ରହିଥିବା ବେଳେ ଅନ୍ୟଟି ୩.୧ କିମି ପର୍ଯ୍ୟନ୍ତ ବିସ୍ତୃତ ହୋଇରହିଛି। ଏହାଛଡ଼ା ପଡ଼ୋଶୀ ଦକ୍ଷିଣ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣି-ବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ୨୨ଟି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି ବୋଲି ବୋଲି କହିଛି ଭୁବନେଶ୍ୱରସ୍ଥିତ … Continue reading ୨୪ ଘଣ୍ଟା ମଧ୍ୟରେ ୨୨ ଜିଲ୍ଲାରେ ପ୍ରବଳ ବର୍ଷିବ : ୟେଲୋୱାର୍ଣ୍ଣିଂ ଜାରି